ଶୋଇବା ପୂର୍ବରୁ ନିଜ କୋଠରୀରେ ଜଳାଇ ଦିଅନ୍ତୁ ଗୋଟିଏ ମାତ୍ର ତେଜ ପତ୍ର ଆଉ ଦେଖନ୍ତୁ କମାଲ..


1003
Burn in your room before going to bed, just one bright leaf and look great.
Burn in your room before going to bed, just one bright leaf and look great.

ଆଜି ଆମେ ଆପଣଙ୍କୁ ଆମ ରୋଷେଇରେ ବ୍ୟବହାର କରାଯାଉ ଥିବା ତେଜପତ୍ରର ରୋଷେଇ ଭିର୍ଣ ଅନ୍ୟ କେତେକ  ଉପଯୋଗୀତା ବିଷୟରେ ଜଣାଇବାକୁ ଚାହିଁବୁ ଯାହା ହୁଏତ ଆପଣ ଜାଣି ନଥିବେ | ଆପଣ ବେଶ ଭଲ ଭାବ ରେ ଜାଣିଛନ୍ତି କି ପ୍ରତ୍ୟକ ଭାରତୀୟ ମାନେ ଘରେ ରୋଷେଇରେ ତେଜ ପତ୍ରର ବ୍ୟବହାର କରିଥା’ନ୍ତି I ତେଜପତ୍ର ଏକ ମସଲା ଜାତୀୟ  ସୁଗନ୍ଧିତ ପତ୍ର  ଅଟେ ଯାହା ଖାଦ୍ୟର ସ୍ୱାଦକୁ ବୃଦ୍ଧି କରିଥାଏ I ଏହାର ବ୍ୟବହାର ଆୟୁର୍ବେଦ ଔଷଧରେ ମଧ୍ୟ କରାଯାଇ ଥାଏ ଏବଂ ଶୁଖିଲା ତେଜ ପତ୍ର ଖାଦ୍ୟ ର ବାସ୍ନା ମଧ୍ୟ ବୃଦ୍ଧି କରି ଥାଏ I
•ଥରେ ଖାଦ୍ୟ ପ୍ରସ୍ତୁତି ହୋଇଯିବା ପରେ ଖାଦ୍ୟ ପରଷିବା ପୂର୍ବରୁ ଏକ ତେଜପତ୍ର ପକାଇ ଦିଅନ୍ତୁ I ଏହି ତେଜ ପତ୍ର ର ସୁଗନ୍ଧ ଆପଣଙ୍କ ଖାଦ୍ୟର ସ୍ୱାଦକୁ ବୃଦ୍ଧି କରିବା ସହ ଏହା ସ୍ଵାସ୍ଥ୍ୟ ପାଇଁ ହିତକର ମଧ୍ୟ |
•ପ୍ରାଚୀନ କାଳରେ ଏହାର ବ୍ୟବହାର ଲିଭର , ଅନ୍ତ , ବକକ୍ ଆଦି ସମସ୍ୟାର ଚିକିତ୍ସା ରେ କରାଯାଉ ଥିଲା I ଅନେକ ସମୟରେ ମହୁମାଛି ପରି କୀଟ ପତଙ୍ଗ କାମୁଡିବା କ୍ଷେତ୍ରରେ ମଧ୍ୟ ଏହାର ବ୍ୟବହାର ହେଇଥାଏ I
•ତେଜ ପତ୍ରର ଅନେକ ଫାଇଦା ରହିଛି I ବିଗତ ଦିନରେ ରୁଷରେ ହୋଇଥିବା ଏକ ସର୍ଭେ ରୁ ଜଣାଯାଇଛି ଯେ, ତେଜ ପତ୍ରର ବ୍ୟବହାର ମାନସିକ ଦୁଶ୍ଚିନ୍ତା ଓ ବିଷାଦ ଦୂର କରିବାର ସାମର୍ଥ୍ୟ ରଖେ I ଯେପରି ସ୍ପା ଆଦି ରେ ଲୋକେ ରିଲାକ୍ସ ହେବାକୁ ଯାଇଥାନ୍ତି ତେଜ ପତ୍ରର ସୁଗନ୍ଧ ମଧ୍ୟ ଲୋକଙ୍କ ମସ୍ତିଷ୍କକୁ ରିଲାକ୍ସ କରିଥାଏ I
•ଏକ ପାତ୍ରରେ ତେଜ ପତ୍ର ପକାଇ ଦିଅନ୍ତୁ ଏବଂ ଏହାକୁ ଜଳାଇ ଘର ଭିତରେ ହିଁ ରଖି ଦିଅନ୍ତୁ I କୋଠରୀ ର କବାଟ କୁ ୧୫ ମିନିଟ ପାଇଁ ବନ୍ଦ କରି ରଖନ୍ତୁ I ଏବଂ ଜାଳିବା ପରେ ଯେଉଁ ଧୁଆଁ ଏହି ତେଜପତ୍ରରୁ ବାହାରିଥାଏ ଏହା ଆପଣଙ୍କର ମାନସିକ ବିଷାଦ ଦୂର କରି ଶାନ୍ତି ପ୍ରଦାନର କାରଣ ହେଇଥାଏ I
•ତେଜ ପତ୍ରର ବ୍ୟବହାର ଅନେକ ଆୟୁର୍ବେଦ ଔଷଧରେ ମଧ୍ୟ କରାଯାଇ ଥାଏ I ଆପଣ ତ ଜାଣନ୍ତି ଯେ, ଭାରତରେ ଲୋକେ ତେଜ ପତ୍ର କୁ ଏକ ଗରମ ମସଲା ଭାବରେ ବ୍ୟବହାର କରିଥା’ନ୍ତି I ଅନେକ ରୋଗ ପାଇଁ ତେଜ ପତ୍ର ବହୁ ଲାଭଦାୟକ ହୋଇଥାଏ I ଯେପରିକି ଯଦି ଆପଣ ତେଜ ପତ୍ରର ପାଉଡର ନିୟମିତ ସକାଳେ ପାଣି ସହ ସେବନ କରିବେ ତେବେ ମଧୁମେହ ପରି ରୋଗ ଶୀଘ୍ର ଭଲ ହୋଇଯିବ I ଏହାକୁ ଦିନକୁ ଅତି କମରେ ତିନି ଥର ବ୍ୟବହାର କରିବେ I

•ତେଜ ପତ୍ରର ବାସ୍ନାରେ ମସ୍ତିଷ୍କର ସ୍ମରଣ ଶକ୍ତି ତିକ୍ଷ୍ଣ ଓ ପ୍ରଖର ହୋଇଥାଏ ଏବଂ କୌଣସି ବି ପୁରୁଣା କଥାକୁ ମନେ ପକାଇବାକୁ ବେଶୀ କଷ୍ଟ ହୋଇ ନ ଥାଏ I
•ଏହା ସହିତ ମାନସିକ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ମଧ୍ୟ ତେଜ ପତ୍ର ବ୍ୟବହାର କରାଯାଇ ଥାଏ I ବାର୍ଦ୍ଧକ୍ୟ ହେତୁ ଲୋକେ ଅନେକ କିଛି ଭୁଲି ଯାଇଥା’ନ୍ତି | ଏପରି କ୍ଷେତ୍ରରେ ମଧ୍ୟ ତେଜପତ୍ ର ବ୍ୟବହାର କରାଯାଇ ପାରିବ I
ଅପଡେଟ୍ ପାଇଁ ଆମ ପେଜ ସହ ଯୋଡି ହୋଇ ରହନ୍ତୁ |


What's Your Reaction?

hate hate
0
hate
confused confused
0
confused
fail fail
0
fail
fun fun
0
fun
geeky geeky
0
geeky
love love
0
love
lol lol
0
lol
omg omg
0
omg
win win
0
win

0 Comments

Your email address will not be published. Required fields are marked *

Choose A Format
Personality quiz
Series of questions that intends to reveal something about the personality
Trivia quiz
Series of questions with right and wrong answers that intends to check knowledge
Poll
Voting to make decisions or determine opinions
Story
Formatted Text with Embeds and Visuals
List
The Classic Internet Listicles
Countdown
The Classic Internet Countdowns
Open List
Submit your own item and vote up for the best submission
Ranked List
Upvote or downvote to decide the best list item
Meme
Upload your own images to make custom memes
Video
Youtube, Vimeo or Vine Embeds
Audio
Soundcloud or Mixcloud Embeds
Image
Photo or GIF
Gif
GIF format