କ୍ଷୌର କର୍ମରେ ନିଷିଦ୍ଧ ବାର
It’s mind-blowing to think about the multitude of animals that exist in this world.
ଆପଣଙ୍କୁ ଆମ ୱେବସାଇଟ୍କୁ ସ୍ୱାଗତ. ଆପଣମାନେ ଯେତେବେଳେ ଖୌରହୁଅନ୍ତୁ ସାଧାରଣତ୍ଃ କେଉଁଦିନ ଖୌରହେବେ ଦେଖନ୍ତି ନାହିଁଂ, ତେବେ ଚାଲନ୍ତୁ ଜାଣିବା କେଉଁ ଦିନ କ୍ଷୌର ହେଲେ କଣ ହେବ | ରବିବାର : ଧନହାନୀ ସୋମବାର : ଶୁଭ ମଙ୍ଗଳବାର : ଆୟୁକ୍ଷୟ ବୁଧବାର : ଶୁଭ ଗୁରୁବାର : ମାନହାନୀ ଶୁକ୍ରୁବାର : ଶୁକ୍ରହାନୀ ଶନିବାର : ଧନପୁତ୍ର ଓ ଧନାଦି ବିନାଶ