ଏପରି ଉପାୟରେ ଜାଣନ୍ତୁ ଆପଣଙ୍କ ସ୍ମାର୍ଟଫୋନର ତଥ୍ୟ ସୁରକ୍ଷିତ ଅଛି କି ନାହିଁ |


973
These 10 bitter truths are mentioned in the Chanakya Niti about women !
These 10 bitter truths are mentioned in the Chanakya Niti about women !

ଦ୍ରୁତଗତିରେ ଦୁନକୁ ଦିନ ବଢ଼ୁଥିବା ଡିଜିଟାଲ ଦୁନିଆରେ ସ୍ମାର୍ଟଫୋନ ପ୍ରତ୍ୟେକ ମନୁଷ୍ୟ ପାଇଁ ଅପରିହାର୍ଯ୍ୟ ହୋଇଯାଇଛି | ଏହି ବୈଦ୍ୟୁତିକ ଉପକରଣଟି ତ ବର୍ତ୍ତମାନ ସାଧାରଣ ଜୀବନର ଅତ୍ୟାବଶ୍ୟକତାରେ ପରିଣତ ହୋଇଛି। ଦୈନିକ ଛୋଟବଡ଼ କାମ ପାଇଁ ଆମେ ସ୍ମାର୍ଟଫୋନ ଉପରେ ର୍ନିଭରଶୀଳ | କିନ୍ତୁ ସ୍ମାର୍ଟଫୋନ ଆମ ଜୀବନକୁ ଯେତେ ସରଳ କରିଛି ଆମ ପାଇଁ ସେତିକି ଅସୁବିଧା ମଧ୍ୟ ବଢ଼ାଇ ଚାଲିଛି। ସ୍ମାର୍ଟଫୋନରେ ଆମର ଅନେକ ବ୍ୟକ୍ତିଗତ ତଥ୍ୟ ରହୁଛି। ଯାହାକୁ ଯଦି ଆମେ ଟିକେ ଅଣଦେଖା କରୁଛନ୍ତି ତେବେ ତାହା କୌଣସି ମନ୍ଦବୁଦ୍ଧି ସମ୍ପର୍ଣ ବ୍ୟକ୍ତିର ହାତକୁ ଯଦି ଚାଲିଯାଏ ତେବେ ବହୁ ଭୟାବହ  ପରିସ୍ଥିତି ଉପୁଜିବାର ସମ୍ଭାବନା ରହୁଛି। ତେବେ ସେ ବିଷୟରେ ଆଜି ଆମେ ଆପଣଙ୍କୁ କିଛି ଜରୁରୀ କଥା ଜଣାଇବାକୁ ଚାହିଁବୁ।
ଆପଣଙ୍କ ସାଙ୍ଗ ତଥା ବନ୍ଧୁବାନ୍ଧବ ଯଦି ସବୁବେଳେ ଆପଣଙ୍କ ଫୋନ ବ୍ୟସ୍ତ ଆସୁଥିବା ଅଭିଯୋଗ କରିଥା’ନ୍ତି। କିଛି ସମୟରେ ଏପରି ସମସ୍ୟା ନେଟୱାର୍କ ପାଇଁ ହୋଇଥିବା ବେଳେ ଅନ୍ୟ ସମୟରେ ଏହା ପଛରେ କିଛି ଅନ୍ୟ କାରଣ ମଧ୍ୟ ରହିଥାଏ। ଆପଣଙ୍କ ଫୋନ୍ ଯଦି ରେକର୍ଡ ବା ଟ୍ୟାପ୍ କରାଯାଇ ଥାଏ, ତେବେ ମଧ୍ୟ ଏପରି ସମସ୍ୟା ଦେଖିବାକୁ ମିଳିଥାଏ। ଯଦି ଆପଣଙ୍କ ଫୋନ ଟ୍ୟାପ୍ ବା ରେକର୍ଡ ହେଉଛି ତେବେ ଆପଣଙ୍କୁ ଏହାର ସୂଚନା ରହିବା ନିହାତି ଆବଶ୍ୟକ ଯାହା ଆପଣ ନିମ୍ନ କେତେକ ଉପାୟରେ ଜାଣି ପାରିବେ |
୧: *#*#4636#*#* ଏହି USSD କୋର୍ଡ କୁ ନିଜ ଫୋନରୁ ଡାଏଲ କରି ଆପଣ ଖୁବ୍ ସହଜରେ ଜାଣିପାରିବେ ଯେ ଆପଣଙ୍କ ଫୋନ ରେକର୍ଡ ହେଉଛି କି ନାହିଁ ।
୨: ##002# ଆପଣଙ୍କ ମୋବାଇଲରୁ ଏହି କୋର୍ଡକୁ ଡାଏଲ କରନ୍ତୁ। ଏହା ଦ୍ବାରା ଆପଣ ନିଜ ଫୋନ ବିଷୟରେ ସମସ୍ତ ସୂଚନା ପାଇ ପାରିବେ। ଏହା ଦ୍ବାରା ଆପଣଙ୍କ ଫୋନର ବ୍ୟାଟେରୀ , ୱାଇଫାଇ କନେକସନ ଟେଷ୍ଟ , ଫୋର ମଡ଼େଲ, ରାମ୍ ଆଦିର ସୂଚନା ମିଳିପାରିବ। ଏହି ସେବା ନିଶୁଳ୍କ ଅଟେ।
୩: *#21# ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ନମ୍ବର କେଉଁ ଅନ୍ୟ ନମ୍ବରକୁ ଫରୱାର୍ଡ କରା ଯାଇଛି। ତେବେ ଏହି USSD କୋର୍ଡକୁ ମୋବାଇଲରୁ ଡାଏଲ କରି ଆପଣ ସମସ୍ତ ଫରୱାଡିଂକୁ ଡିଆକ୍ଟିଭେଟ କରିପାରିବେ। ଆପଣଙ୍କ ମୋବାଇଲରେ ଏହି ନମ୍ବରକୁ ଡାଏଲ କରିବା ଦ୍ବାରା ଆପଣଙ୍କ ମେସେଜ ବା କଲ କେଉଁ ବା ଡାଟା କେଉଁଆଡେ ଡାଏଭର୍ଟ ହୋଇଛି ତାହା ଜଣାପଡିବ। ଏହା ଦ୍ବାରା ଯଦି ଆପଣଙ୍କ ଡାଟା କେଉଁ ନମ୍ବରକୁ ଫରୱାର୍ଡ କରାଯାଇଛି ତାହାର ସୂଚନା ମଧ୍ୟ ମିଳିଯିବ।
୪: *#62# ଅନେକ ସମୟରେ ନମ୍ବର ନେଟୱାର୍କ ବାହାରେ ରହିଥିବାର କହିଥାଏ। ଏପରି ସ୍ଥିତିରେ ମୋବାଇଲ ନେଟୱାର୍କ ସ୍ଥାନରେ ନୋ ସର୍ଭିସ୍ ଲେଖା ଦେଖାଇଥାଏ। ତେବେ ଏହି USSD କୋର୍ଡକୁ ଡାଏଲ କରି କୌଣସି ଅନ୍ୟ ନମ୍ବରକୁ ଆପଣଙ୍କ ଫୋନ ରିଡାଏରେକ୍ଟ କରାଯାଇଛି କି ନାହିଁ ଜାଣିପାରିବେ।
ଆମ ପେଜ୍ ସହ ଯୋଡି ହୋଇ ଅପଡେଟ୍ ରହନ୍ତୁ ଓ ଏହିସବୁ ଆବଶ୍ୟକୀୟ ତଥ୍ୟ ସେଆର କରି ଅନ୍ୟମାନଙ୍କୁ ଜଣାନ୍ତୁ |


What's Your Reaction?

hate hate
0
hate
confused confused
0
confused
fail fail
0
fail
fun fun
0
fun
geeky geeky
0
geeky
love love
0
love
lol lol
0
lol
omg omg
0
omg
win win
0
win

0 Comments

Your email address will not be published. Required fields are marked *

Choose A Format
Personality quiz
Series of questions that intends to reveal something about the personality
Trivia quiz
Series of questions with right and wrong answers that intends to check knowledge
Poll
Voting to make decisions or determine opinions
Story
Formatted Text with Embeds and Visuals
List
The Classic Internet Listicles
Countdown
The Classic Internet Countdowns
Open List
Submit your own item and vote up for the best submission
Ranked List
Upvote or downvote to decide the best list item
Meme
Upload your own images to make custom memes
Video
Youtube, Vimeo or Vine Embeds
Audio
Soundcloud or Mixcloud Embeds
Image
Photo or GIF
Gif
GIF format