କର୍କଟ ରୋଗରୁ ମୁକ୍ତି ପାଇବା ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଭିଟାମିନ୍ B17 !


961
Include Vitamin B17 in your diet to get rid of cancer!
Include Vitamin B17 in your diet to get rid of cancer!

ଆପଣ ଜାଣନ୍ତି ଯେ ଆଜିକାଲି କ୍ୟାନସର ବା କର୍କଟ ରୋଗ ଦିନକୁ ଦିନ ବଢିବାରେ ଲାଗିଛି | ଏହା ଏପରି ଯନ୍ତ୍ରଣାଦାୟକ ଓ ମାରାତ୍ମକ ରୋଗ ଯେ ଏଥିରୁ ଆରୋଗ୍ୟ ଲାଭ କରିବା ବହୁତ କଷ୍ଟ, ସମୟ ସାପେକ୍ଷ ଓ ଖର୍ଚ୍ଚ ସାପେକ୍ଷ ମଧ୍ୟ | ଏଥିରେ ଆକ୍ରାନ୍ତ ରୋଗୀ ଆରୋଗ୍ୟ ଲାଭ କରିବା ପାଇଁ ନିଜର ସମସ୍ତ ଅର୍ଥ ଖର୍ଚ୍ଚ କରି ନୟାନ୍ତ ହୋଇ ଯାଏ ଅଥଚ ଏଥିରୁ ଆରୋଗ୍ୟ ହେବାରେ କୌଣସି ନିଶ୍ଚିତତା ନଥାଏ | ବରଂ ଅନେକ ରୋଗୀ ବହୁ ଖର୍ଚ୍ଚାନ୍ତ ହେବା ପରେ ମଧ୍ୟ ମତ୍ୟୁ ବରଣ କରି ଥା’ନ୍ତି | ଏହି ରୋଗ ବିଷୟରେ ଆଜି ଆମେ ଆପଣଙ୍କୁ ଏକ କଥା କହିବୁ ଯାହା ହୁଏ ତ ଆପଣ ବିଶ୍ୱାସ କରି ନପାରନ୍ତି | ସେହି କଥା ଟି ହେଲା ଗବେଷଣାରୁ ଜଣା ଯାଇ ସାରିଛି ଯେ କର୍କଟ କେବେହେଁ ଏକ ଅସାଧ୍ୟ ରୋଗ ନୁହେଁ ବରଂ ଏହା ଶରୀରରେ ଏକ ପ୍ରକାର ଭିଟାମିନ ଅଭାବ ଜନିତ କାରଣରୁ ହୋଇଥାଏ | କିନ୍ତୁ ଚିକିତ୍ସା ଜଗତରେ ଟଙ୍କା ରୋଜଗାର କରିବା ପାଇଁ ଏହାକୁ ଏକ ମାଧ୍ୟମ କରି ଦିଆ ଯାଇଛି |
ଆପଣ ଜାଣିଥିବେ ଯେ, କ୍ୟାନ୍ସର ଏକ ଦ୍ରୁତ ଗତିରେ ବଢୁଥିବା ବେମାର ଭାବେ ପରିଗଣିତ ହୋଇ ସାରିଛି ,ଯାହାର ଚିକିତ୍ସା ପାଇଁ କିମୋଥୈରେପି, ସର୍ଜରି ଓ ଅନ୍ୟ କେତେକ ଖର୍ଚ୍ଚ ବହୁଳ ଓ ସମୟ ସାପେକ୍ଷ ଉପାୟ ସବୁ ପ୍ରୟୋଗ କରାଯାଇ ଆସୁଛି | ଏସବୁ  ଚିକିତ୍ସା ଯେ କେବଳ ଅଧିକ ମହଙ୍ଗା ତାହା ନୁହେଁ ବରଂ ଶରୀ ପାଇଁ ବହୁତ କ୍ଷତିକାରକ ମଧ୍ୟ । କିନ୍ତୁ ଆଜି ଆମେ  ଦଢତାର ସହ କହିବୁ ଯେ କ୍ୟାନ୍ସର କେବେହେଁ ଏକ ବେମାର ନୁହେଁ | ହଁ ଆଜ୍ଞା, ଏହି କଥା ସମ୍ପୁର୍ଣ ରୂପେ ସତ୍ୟ ଅଟେ ।କେବଳ ଅଧିକ ଟଙ୍କା ରୋଜଗୀର ନିଶାରେ ଚିକିତ୍ସା ଜଗତରେ ଶରୀରରେ କୌଣସି ଜାଗାରେ କୋଷିକା ଗୁଡ଼ିକର ଅନିୟନ୍ତ୍ରଣ ବୃଦ୍ଧିକୁ ସ୍ୱାସ୍ଥ୍ୟ ଜଗତରେ କ୍ୟାନ୍ସର ର ନାମ ଦିଆଯାଇଛି | କିନ୍ତୁ କିୟାନସର୍ ବିଷୟରେ ଲେଖା ଯାଇଥିବା ବହି “World Without Cancer” ରେ କ୍ୟାନ୍ସର ଠାରୁ ନିଜକୁ କିଭଳି ସୁରକ୍ଷିତ ରଖିପାରିବା ସେ ବିଷୟରେ ସମ୍ପୁର୍ଣରୂପେ ଲେଖା ଯିବା ସହ ଏହି ପୁସ୍ତକ ବିଭିନ୍ନ ଭାଷାରେ ମଧ୍ୟ ଲେଖା ହୋଇଛି । ଏହି ପୁସ୍ତକରେ ଦାବି କରାଯାଇଛି କି, କ୍ୟାନ୍ସର ଗୋଟିଏ ବେମାର ନୁହେଁ, ବରଂ ଶରୀରରେ ଭିଟାମିନ B17 ର ପରିମାଣ କମ୍ ହେବା କାରଣରୁ ଏହା ହୋଇ ଥାଏ।
ଆପଣ ସଭିଙ୍କୁ ଏହି ଗୋଟିଏ କଥା ମନେ ରଖିବା ଉଚିତ ଯେ, କ୍ୟାନ୍ସର ଏକ ମାରାତ୍ମକ ବେମାର ନୁହଁ | ଏହା କେବଳ ମାତ୍ର ଭିଟାମିନ B17 ର ଅଭାବ କାରଣରୁ ହୋଇଥାଏ | ଏହି ଭିଟାମିନ B17 ର ପରିମାଣ ଶରୀରରେ କମ୍ ହେବାକୁ ହିଁ କ୍ୟାନ୍ସର ର ନାମ ଦେଇ ଚିକିତ୍ସା ଜଗତରେ ବେପାର କରା ଯାଉଛି |ଯାହାର ଲାଭ ରୋଗୀକୁ ନୁହେଁ ବରଂ ଚିକିତ୍ସକଙ୍କୁ ମିଳୁଛି। କ୍ୟାନ୍ସର ଶରୀରରେ ଭିଟାମିନ ର ପରିମାଣ କମ୍ ହେବ ଯୋଗୁ ହେଉ ଥିବାରୁ  ଏହାର ପୂରଣ ଭିଟାମିନ B17ଥିବା ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ନିୟମିତ ଖାଇ କରାଯାଇ ପାରିବ ଓ କ୍ୟାନସର ଠାରୁ ସୁରକ୍ଷା ମିଳି ପାରିବ।
ଅନେକ ସମୟରେ ଏହିଭଳି ଅନେକ ଥର ଶରୀରରେ ଭିଟାମିନ ର ଅଭାବକୁ ଭିନ୍ନ ଭିନ୍ନ ରୋଗ କୁହା ଯାଉଛି । କିନ୍ତୁ ପରେ ପରେ ଜଣା ପଡ଼ିଛି ଯେ , ଏହା କୌଣସି ମାରାତ୍ମକ ବେମାର ନୁହେଁ କେବଳ ଶରୀରରେ ଭିଟାମିନ ର ପରିମାଣ କମି ଯାଇଛି । କ୍ୟାନ୍ସର ମଧ୍ୟ ଠିକ୍ ସେହି ଭଳି ଏକ ଭିଟାମିନ ଅଭାବ ଜନିତ ଶାରୀରିକ ସମସ୍ୟା ଯାହା ଭିଟାମିନ B17 ର ଅଭାବରୁ ହୋଇଥାଏ  ଓ ଚିକିତ୍ସା ବିଜ୍ଞାନରେ ଏହାକୁ କ୍ୟାନସର ବୋଲି ନାମ ଦିଆ ଯାଇଛି |  କିନ୍ତୁ ଏଥିପାଇଁ ଡ଼ରିବା ବା ନିଜ ମାନସିକ ସନ୍ତୁଳନକୁ ହରାଇବା ଅନୁଚୁତ । ବରଂ ଆପଣଙ୍କୁ ଏହାର ସ୍ଥିତି, କାରଣ ଓ ଆରୋଗ୍ୟ ହେବା ଉପରେ ବିଶେଷ ଧ୍ୟାନ ଦେବା ଉଚିତ ।
ତେବେ ଆସନ୍ତୁ ଜାଣିବାମକେଉଁ ଖାଦ୍ୟରୁ ଆମକୁ ଭିଟାମିନ B17 ମିଳିଥାଏ –
ଭିଟାମିନ B17 ର ଅଭାବକୁ ପୂରଣ କରିବାପାଇଁ ଆପଣ ପ୍ରତ୍ୟେକ ଦିନ ଏହି ଖାଦ୍ୟ ସବୁ ସେବନ କରନ୍ତୁ । ତାହା ହେଉଛି – ସେଓ, ନାସ୍ପାତି, ଅଙ୍କୁରିତ ଡ଼ାଲି, ଗଜା ମୁଗ, ମସୁର, ବାଦାମ ଇତ୍ୟାଦି |ଏ ଗୁଡ଼ିକରୁ ଭିଟାମିନ B17 ଭରପୁର ପରିମାଣରେ ଆମେ ପାଇ ପାରିବା । ଏହା ଛଡ଼ା ଷ୍ଟ୍ରବେରୀ, ବ୍ଲୁବେରୀ, ବ୍ଲେକବେରୀ, ଅଳସୀ ର ବୀଜ, ବ୍ରାଉନ୍ ରାଇସ, ଅଙ୍କୁରିତ ଗହମ, କାଜୁ ଏଥିରୁ ମଧ୍ୟ ଭିଟାମିନ B17 ମିଳିଥାଏ । ଏଗୁଡ଼ିକୁ ଆପଣ ନିଜର ଦୈନିକ ବ୍ରେକ ଫାଷ୍ଟରେ ସାମିଲ କରି ପାରିବେ ଓ କ୍ୟାନସର ପରି ଗଭୀର ସମସ୍ୟା ହେବା ଠାରୁ ନିଜକୁ ଦୂରେଇ ରଖି ପାରିବେ ।
ଆଶା କରୁଛୁ ଆମର କ୍ୟାନସର୍ ରୋଗ ସମ୍ବନ୍ଧିତ ଏହି ଅନୁଚ୍ଛେଦ ଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ | ଏହାକୁ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ଜଣାନ୍ତୁ |


What's Your Reaction?

hate hate
0
hate
confused confused
0
confused
fail fail
0
fail
fun fun
0
fun
geeky geeky
0
geeky
love love
0
love
lol lol
0
lol
omg omg
0
omg
win win
0
win

0 Comments

Your email address will not be published. Required fields are marked *

Choose A Format
Personality quiz
Series of questions that intends to reveal something about the personality
Trivia quiz
Series of questions with right and wrong answers that intends to check knowledge
Poll
Voting to make decisions or determine opinions
Story
Formatted Text with Embeds and Visuals
List
The Classic Internet Listicles
Countdown
The Classic Internet Countdowns
Open List
Submit your own item and vote up for the best submission
Ranked List
Upvote or downvote to decide the best list item
Meme
Upload your own images to make custom memes
Video
Youtube, Vimeo or Vine Embeds
Audio
Soundcloud or Mixcloud Embeds
Image
Photo or GIF
Gif
GIF format