ନାରୀଙ୍କ ବିଷୟରେ ‘ଚାଣକ୍ୟନୀତି’ରେ ଉଲ୍ଲେଖ ରହିଛି ଏହି ୧୦ଗୋଟି କଟୁ ସତ୍ୟ
ଆମେ ପୂର୍ବରୁ ମଧ୍ୟ ଚାଣକ୍ୟ, କୌଟିଲ୍ୟ ବା ବିଷ୍ଣୁଗୁପ୍ତଙ୍କ ‘ଚାଣକ୍ୟନୀତି’ ରେ ବର୍ଣିତ ନୀତିବାଣୀ ବିଷୟରେ ଆପଣଙ୍କୁ ସୂଚନା ଦେଇଛୁ | ଚାଣକ୍ୟଙ୍କ ନୀତିବାଣୀ ସମାଜ ପାଇଁ ଆଲୋକ ସଦୃଶ | ଏବେ ଆସନ୍ତୁ...
ଆମେ ପୂର୍ବରୁ ମଧ୍ୟ ଚାଣକ୍ୟ, କୌଟିଲ୍ୟ ବା ବିଷ୍ଣୁଗୁପ୍ତଙ୍କ ‘ଚାଣକ୍ୟନୀତି’ ରେ ବର୍ଣିତ ନୀତିବାଣୀ ବିଷୟରେ ଆପଣଙ୍କୁ ସୂଚନା ଦେଇଛୁ | ଚାଣକ୍ୟଙ୍କ ନୀତିବାଣୀ ସମାଜ ପାଇଁ ଆଲୋକ ସଦୃଶ | ଏବେ ଆସନ୍ତୁ ଜାଣିବା ‘ଚାଣକ୍ୟନୀତି’ରେ ନାରୀମାନଙ୍କ ବିଷୟରେ ଉଲ୍ଲେଖ ଥିବା ଦଶଟି କାଟୁ ବାଣୀ ସମ୍ବନ୍ଧରେ :- ୧. ଅଧିକାଂଶ ପାରିବାରିକ କଳି ଝଗଡାରେ କେହି ନା କେହି ନାରୀର ହାତ ରହିଥାଏ । ଅଧିକାଂଶ ସ୍ଥଳେ ପୁରୁଷକୁ ଅସ୍ତ୍ର କରି କୁଟୀଳା ପ୍ରକୃତିର...