ଚାଣକ୍ୟନୀତି କହେ ଯେ ଅସତ୍ ଉପାୟରେ ଧନ ଅର୍ଜନ କଲେ ହେବ ଏପରି ଅବସ୍ଥା
ଆପଣ ଜାଣନ୍ତି ଯେ ମୌର୍ଯ୍ୟ ବଂଶର ପ୍ରତିଷ୍ଠାତା ଚାଣକ୍ୟ ଜଣେ ସୁଜ୍ଞାନୀ, ବିଦ୍ବାନ, ପଣ୍ଡିତ, ଦାର୍ଶନିକ, ଅର୍ଥନୀତିଜ୍ଞ ତଥା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ପରାମର୍ଶଦାତା ଥିଲେ | ଚାଣକ୍ୟଙ୍କର ଅନ୍ୟ ନାମ ହେଉଛି କୌଟୁଲ୍ୟ ଓ...
ଆପଣ ଜାଣନ୍ତି ଯେ ମୌର୍ଯ୍ୟ ବଂଶର ପ୍ରତିଷ୍ଠାତା ଚାଣକ୍ୟ ଜଣେ ସୁଜ୍ଞାନୀ, ବିଦ୍ବାନ, ପଣ୍ଡିତ, ଦାର୍ଶନିକ, ଅର୍ଥନୀତିଜ୍ଞ ତଥା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ପରାମର୍ଶଦାତା ଥିଲେ | ଚାଣକ୍ୟଙ୍କର ଅନ୍ୟ ନାମ ହେଉଛି କୌଟୁଲ୍ୟ ଓ ବିଷ୍ଣୁଗୁପ୍ତ | ସେ ତକ୍ଷଶୀଳାରେ ଖ୍ରୀ.ପୂ. ୩୭୧ରେ ଜନ୍ମ ଗ୍ରହଣ କରିଥିଲେ ଓ ଖ୍ରୀ.ପୂ. ୨୮୩ରେ ପାଟଳୀପୁତ୍ରରେ ମତ୍ୟୁବରଣ କରିଥିଲେ | ତାଙ୍କ ଦ୍ବାରା ରଚିତ ମାନବ ସମାଜକୁ ଅନେକ ଉପଦେଶ ଦେଉଥିବା ‘ଚାଣକ୍ୟନୀତି’ ଓ ଅର୍ଥର ସୁବିନିଯୋଗକୁ ନେଇ ‘ଅର୍ଥଶାସ୍ତ୍ର’...