• କର୍କଟ ରୋଗ ଠାରୁ ନିଜକୁ ସୁରକ୍ଷିତ ରଖିବାପାଇଁ ଜୀବନରେ ଆପଣାନ୍ତୁ ଏହି ସବୁ ଅତ୍ୟାବଶ୍ୟକ ଉପାୟ !

    ଆପଣ ଜାଣନ୍ତି ଯେ କ୍ୟାନ୍ସର୍ ବା କର୍କଟ ରୋଗ ଗୋଟିଏ ମାରାତ୍ମକ ତଥା ପ୍ରାଣନାଶକ ବେମାରୀ ଅଟେ । ଆଜିକାଲି ପୁଣି ବିଭିର୍ଣ ପ୍ରକାର କର୍କଟ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି...

    Remedies of Cancer
    View Full Post
    ଆପଣ ଜାଣନ୍ତି ଯେ କ୍ୟାନ୍ସର୍ ବା କର୍କଟ ରୋଗ ଗୋଟିଏ ମାରାତ୍ମକ ତଥା ପ୍ରାଣନାଶକ ବେମାରୀ ଅଟେ । ଆଜିକାଲି ପୁଣି ବିଭିର୍ଣ ପ୍ରକାର କର୍କଟ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି | କ୍ୟାନ୍ସର ଠାରୁ ଦୂରେଇ ରହିବାକୁ ଚାହୁଁଥିଲେ, ନିଜେ ସତର୍କରେ ରହିବା ନିହାତି ଆବଶ୍ୟକ । ପ୍ରତ୍ୟେକ ଦିନ ଆମେ କେତେକ ସାବଧାନତା ପାଳନ କରିଲେ ନିଶ୍ଚୟ ଭାବରେ କ୍ୟାନ୍ସର ଠାରୁ ଦୂରେଇ ରହି ପାରିବା । ଏବେ ଆମେ ଆପଣଙ୍କୁ...
    1008
  • ଶୀତ ଦିନେ କାଶ ଓ ଥଣ୍ଡାରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି ଘରୋଇ ଉପଚାର

    ଏହି ଶୀତ ଋତୁରେ ବାୟୁମଣ୍ଡଳର ନିମ୍ନ ତାପମାତ୍ରା ହେତୁ ଥଣ୍ଡା ଅନୁଭୁତ ହୋଇଥାଏ| ବାୟୁମଣ୍ଡଳର ଏହି ଜଳବାୟୁ ପରିବର୍ତ୍ତନ କାରଣରୁ ଆମେ ମୁଖ୍ୟତଃ ଥଣ୍ଡା,ଜ୍ବର,କାଶ,ଗଳା ସଂକ୍ରମଣ ପରି ନାନା ସର୍ଦ୍ଦିଜନିତ ସମସ୍ୟା ଭୋଗ କରୁ।...

    Do this home remedy to get rid of coughs and colds in winter, Now there are winter waves all around
    View Full Post
    ଏହି ଶୀତ ଋତୁରେ ବାୟୁମଣ୍ଡଳର ନିମ୍ନ ତାପମାତ୍ରା ହେତୁ ଥଣ୍ଡା ଅନୁଭୁତ ହୋଇଥାଏ| ବାୟୁମଣ୍ଡଳର ଏହି ଜଳବାୟୁ ପରିବର୍ତ୍ତନ କାରଣରୁ ଆମେ ମୁଖ୍ୟତଃ ଥଣ୍ଡା,ଜ୍ବର,କାଶ,ଗଳା ସଂକ୍ରମଣ ପରି ନାନା ସର୍ଦ୍ଦିଜନିତ ସମସ୍ୟା ଭୋଗ କରୁ। ଆଉ ଏଥିରୁ ରକ୍ଷା ପାଇବା ପାଇଁ କେବେ ଆମେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ତ ପୁଣି କେବେ ଔଷଧ ଦୋକାନୀକୁ ପଚାରି ମୁଖ୍ୟତଃ ଏଲୋପ୍ୟାଥିକ ଔଷଧ ସେବନ କରୁ ଯାହାର ପାର୍ଶ୍ବପ୍ରତିକ୍ରିୟା ଆମ ଶରୀରରେ ଅନେକ କ୍ଷତି କରିଥାଏ |ଆଉ ଆଜିକାଲିର...
    955
  • ଭୃସଙ୍ଗ ପତ୍ରରୁ ମିଳିଥାଏ ଏହି ସବୁ ଆଶ୍ଚର୍ଯ୍ୟଜନକ ଫାଇଦା

    ଆପଣ ନିଜ ବାଡି ବଗିଚାରେ ଭୃସଙ୍ଗ ଗଛ ଦେଖିଥିବେ | ଏହା ପ୍ରାୟ ଆମ ସମସ୍ତଙ୍କ ବାଡି ବଗିଚାରେ ଥାଏ | କାରଣ ଏହାର ପତ୍ରକୁ ଆମେ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିଥାଉ ଯାହା...

    All these amazing benefits of curry leaf
    View Full Post
    ଆପଣ ନିଜ ବାଡି ବଗିଚାରେ ଭୃସଙ୍ଗ ଗଛ ଦେଖିଥିବେ | ଏହା ପ୍ରାୟ ଆମ ସମସ୍ତଙ୍କ ବାଡି ବଗିଚାରେ ଥାଏ | କାରଣ ଏହାର ପତ୍ରକୁ ଆମେ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିଥାଉ ଯାହା ଖାଦ୍ୟର ସ୍ବାଦ ବଢାଇବା ସହ ଖାଦ୍ୟକୁ ଏକ ସ୍ବତନ୍ତ୍ର ବାସ୍ନା ଦେଉ ଥାଏ | ସେ ଡାଲି ଛୁଙ୍କ କରିବା ହେଉ ବା ଚଟଣି ପ୍ରସ୍ତୁତ କରିବା ଅଥବା ଦହିବରା, ପକୁଡି, ଚାଟ୍,କଡି, ଢୋକଲା, ଉପମା ଓ ପୋହା ଆଦି ଖାଦ୍ୟ...
    923
  • ଆସନ୍ତୁ ଜାଣିବା ଟିବି ରୋଗର କାରଣ ଓ ନିରାକରଣ ବିଷୟରେ |

    ଟିବି(TB/Tuberculosis) ରୋଗ ଏକ ପ୍ରାଣ ଘାତକ ଓ ମାରାତ୍ମକ ରୋଗ ଅଟେ ଯାହା Mycobacterium tuberculosis ନାମକ ବ୍ୟାକ୍ଟେରିଆ ଯାହା କି ମନୁଷ୍ୟର ଲଙ୍ଗସ୍ କୁ ସଂକ୍ରମଣ କରିବା ହେତୁ ହୋଇ ଥାଏ |...

    Let's find out the causes and treatment of tuberculosis
    View Full Post
    ଟିବି(TB/Tuberculosis) ରୋଗ ଏକ ପ୍ରାଣ ଘାତକ ଓ ମାରାତ୍ମକ ରୋଗ ଅଟେ ଯାହା Mycobacterium tuberculosis ନାମକ ବ୍ୟାକ୍ଟେରିଆ ଯାହା କି ମନୁଷ୍ୟର ଲଙ୍ଗସ୍ କୁ ସଂକ୍ରମଣ କରିବା ହେତୁ ହୋଇ ଥାଏ | ଏହି ରୋଗ ମାରାତ୍ମକ ହେଲେ ହେଁ ଆରୋଗ୍ୟସାଧ୍ୟ ଓ ଏଥିରୁ ସୁରକ୍ଷା ପାଇ ହେବ | ଏହା ଏକ ବାୟୁବାହିତ ରୋଗ ଅଟେ ଯାହା ଟିବି ରୋଗୀର ଛିଙ୍କ, କାଶ ଆଦି ହେତୁ ବ୍ୟାପି ଥାଏ | ଆଜି ଆମେ ଆପଣଙ୍କୁ...
    917
  • ସାଫରନ୍ ଖାଆନ୍ତୁ ଓ ସୁସ୍ଥ ରହନ୍ତୁ |

    କେଉଁ ପ୍ରାଚୀନ ଯୁଗରୁ ସାଫରନ୍ ବା କେଶରକୁ ଲୋକମାନେ ସୌନ୍ଦର୍ଯ୍ୟ ବୃଦ୍ଧି ଓ ସୁସ୍ବାସ୍ଥ୍ୟ ପାଇଁ ବ୍ୟବହାର କରି ଆସୁଛନ୍ତି | ଏହାର ଉପଯୋଗୀତା ଅନେକ ବର୍ଷରୁ ପ୍ରମାଣିତ ହୋଇ ସାରିଛି | ଏହି...

    Eat saffron and stay healthy !
    View Full Post
    କେଉଁ ପ୍ରାଚୀନ ଯୁଗରୁ ସାଫରନ୍ ବା କେଶରକୁ ଲୋକମାନେ ସୌନ୍ଦର୍ଯ୍ୟ ବୃଦ୍ଧି ଓ ସୁସ୍ବାସ୍ଥ୍ୟ ପାଇଁ ବ୍ୟବହାର କରି ଆସୁଛନ୍ତି | ଏହାର ଉପଯୋଗୀତା ଅନେକ ବର୍ଷରୁ ପ୍ରମାଣିତ ହୋଇ ସାରିଛି | ଏହି କେଶର ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷଣୀୟ| ଏହାର ରଙ୍ଗ ଇସତ୍ ଲାଲ୍ ଓ ସୁନେଲି | ଏହାର ସୁଗନ୍ଧ ଓ ସ୍ବାଦ ବହୁତ ଭଲ ମଧ୍ୟ | ଭିଟାମିନ୍-ଏ, ଫଲିକ୍ ଏସିଡ, କପର୍, ପୋଟାସିୟମ୍, କ୍ୟାଲସିୟମ୍, ମାଙ୍ଗାନିଜ୍, ଆଇରନ୍, ସେଲେନିୟମ୍,...
    872
  • ଗାଧୋଇବା ପାଣିରେ ମିଶାନ୍ତୁ ମାତ୍ର ୨ଚାମଚ ଲୁଣ ଆଉ ପାଆନ୍ତୁ ଏହି ସବୁ ଫାଇଦା …

    ଲୁଣ ବିନା ଖାଇବାରେ ସ୍ବାଦ ଆସି ନଥାଏ। ଲୁଣ ତ ଆମ ସଭିଙ୍କିକ ଘରେ ଥାଏ | ଏହି ଖାଇବା ଲୁଣର ରଙ୍ଗ ଧଳା ଅଟେ ଯାହା ସମୁଦ୍ରରୁ ଆମେ ପାଇ ଥାଉ |...

    Add just 2 teaspoons of salt to the bath water and get all these benefitst
    View Full Post
    ଲୁଣ ବିନା ଖାଇବାରେ ସ୍ବାଦ ଆସି ନଥାଏ। ଲୁଣ ତ ଆମ ସଭିଙ୍କିକ ଘରେ ଥାଏ | ଏହି ଖାଇବା ଲୁଣର ରଙ୍ଗ ଧଳା ଅଟେ ଯାହା ସମୁଦ୍ରରୁ ଆମେ ପାଇ ଥାଉ | ଏହାକୁ ସୋଡିୟମ କ୍ଲୋରାଇଡ କୁହାଯାଏ | ଆପଣ ଜାଣିଛନ୍ତି କି ଚିମୁଟାଏ ଲୁଣ ଆପଣଙ୍କ ସ୍ବାସ୍ଥ୍ୟ ଏବଂ ତ୍ବଚା ସମସ୍ୟାକୁ ଦୂର କରିବାରେ ଲାଭଦାୟକ ହୋଇଥାଏ। ଗାଧୁଆ ପାଣିରେ ଲୁଣ ମିଶାଇ ଗାଧୋଇଲେ ଆପଣ ବିଭିନ୍ନ ପ୍ରକାରର ସମସ୍ୟାରୁ ମୁକ୍ତି ପାଇ...
    970
  • କର୍କଟ ରୋଗରୁ ମୁକ୍ତି ପାଇବା ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଭିଟାମିନ୍ B17 !

    ଆପଣ ଜାଣନ୍ତି ଯେ ଆଜିକାଲି କ୍ୟାନସର ବା କର୍କଟ ରୋଗ ଦିନକୁ ଦିନ ବଢିବାରେ ଲାଗିଛି | ଏହା ଏପରି ଯନ୍ତ୍ରଣାଦାୟକ ଓ ମାରାତ୍ମକ ରୋଗ ଯେ ଏଥିରୁ ଆରୋଗ୍ୟ ଲାଭ କରିବା ବହୁତ...

    Include Vitamin B17 in your diet to get rid of cancer!
    View Full Post
    ଆପଣ ଜାଣନ୍ତି ଯେ ଆଜିକାଲି କ୍ୟାନସର ବା କର୍କଟ ରୋଗ ଦିନକୁ ଦିନ ବଢିବାରେ ଲାଗିଛି | ଏହା ଏପରି ଯନ୍ତ୍ରଣାଦାୟକ ଓ ମାରାତ୍ମକ ରୋଗ ଯେ ଏଥିରୁ ଆରୋଗ୍ୟ ଲାଭ କରିବା ବହୁତ କଷ୍ଟ, ସମୟ ସାପେକ୍ଷ ଓ ଖର୍ଚ୍ଚ ସାପେକ୍ଷ ମଧ୍ୟ | ଏଥିରେ ଆକ୍ରାନ୍ତ ରୋଗୀ ଆରୋଗ୍ୟ ଲାଭ କରିବା ପାଇଁ ନିଜର ସମସ୍ତ ଅର୍ଥ ଖର୍ଚ୍ଚ କରି ନୟାନ୍ତ ହୋଇ ଯାଏ ଅଥଚ ଏଥିରୁ ଆରୋଗ୍ୟ ହେବାରେ କୌଣସି ନିଶ୍ଚିତତା ନଥାଏ...
    961
  • ଭଜା ଚଣା ଖାଆନ୍ତୁ ଓ ସୁସ୍ଥ ରହନ୍ତୁ |

    ଲୋକମାନେ ଭୋକ ଲାଗିବା ସମୟରେ ବା ଟାଇମ୍ ପାସ କରିବା ପାଇଁ ଭଜା ବୁଟ, ଭଜା ସୋଲା ବା ଭଜା ଚଣା ଖାଇବାକୁ ପସନ୍ଦ କରିଥା’ନ୍ତି। ଏହା ସେବନ କରିବା ଶରୀର ପାଇଁ ଅନେକ...

    Eat fried beans and stay healthy
    View Full Post
    ଲୋକମାନେ ଭୋକ ଲାଗିବା ସମୟରେ ବା ଟାଇମ୍ ପାସ କରିବା ପାଇଁ ଭଜା ବୁଟ, ଭଜା ସୋଲା ବା ଭଜା ଚଣା ଖାଇବାକୁ ପସନ୍ଦ କରିଥା’ନ୍ତି। ଏହା ସେବନ କରିବା ଶରୀର ପାଇଁ ଅନେକ ଲାଭକାରୀ ହୋଇଥାଏ। କମ୍-କ୍ୟାଲୋରୀ ଥିବା କାରଣରୁ ଏହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ଓ ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଏବେ ଆସନ୍ତୁ ଜାଣିବା ଭଜା ବୁଟ, ସୋଲା ବା ଚଣା ଆଦି ଖାଇବାର ଉପକାର ବିଷୟରେ। ଏକ...
    873
  • ରାତିରେ ଶୋଇବା ପୂର୍ବରୁ ସାମାନ୍ୟ ଉଷୁମ ପାଣିରେ ଗୁଜୁରାତିଟିଏ ଖା’ନ୍ତୁ ଓ ଏହି ସବୁ ଚମତ୍କାରୀ ଲାଭ ପାଆନ୍ତୁ !

    ଆପଣଙ୍କ ରୋଷେଇ ଘରେ ଗୁଜୁରାତି ତ ନିଶ୍ଚୟ ଥିବ | ଏହା ଖାଦ୍ୟର ସ୍ବାଦ ବଢାଇବାରେ ଓ ଖାଦ୍ୟରେ ଏକ ସ୍ବତନ୍ତ୍ର ସୁବାସ ଭରିବା ପାଇଁ ବ୍ୟବହାର କରାଯାଇ ଥାଏ | ଗୁଜୁରାତି ପଡିଥିବା...

    Eat Cardamom in Night
    View Full Post
    ଆପଣଙ୍କ ରୋଷେଇ ଘରେ ଗୁଜୁରାତି ତ ନିଶ୍ଚୟ ଥିବ | ଏହା ଖାଦ୍ୟର ସ୍ବାଦ ବଢାଇବାରେ ଓ ଖାଦ୍ୟରେ ଏକ ସ୍ବତନ୍ତ୍ର ସୁବାସ ଭରିବା ପାଇଁ ବ୍ୟବହାର କରାଯାଇ ଥାଏ | ଗୁଜୁରାତି ପଡିଥିବା ଚା’ର ସ୍ବାଦ କେତେ ଯେ ବଢିଆ ତାହା ତ ଆପଣ ଜାଣିଥିବେ | ଏହା ବ୍ୟତୀତ ଗୁଜୁରାତିକୁ ମୁଖବାସ ଭାବେ ବ୍ୟବହାର ମଧ୍ୟ କରାଯାଇ ଥାଏ | ପାନରେ ବି ଏହାକୁ ବ୍ୟବହାର କରାଯିବା ସହ ପୂଜା କାର୍ଯ୍ୟରେ ମଧ୍ୟ ଏହି...
    1038
Choose A Format
Personality quiz
Series of questions that intends to reveal something about the personality
Trivia quiz
Series of questions with right and wrong answers that intends to check knowledge
Poll
Voting to make decisions or determine opinions
Story
Formatted Text with Embeds and Visuals
List
The Classic Internet Listicles
Countdown
The Classic Internet Countdowns
Open List
Submit your own item and vote up for the best submission
Ranked List
Upvote or downvote to decide the best list item
Meme
Upload your own images to make custom memes
Video
Youtube, Vimeo or Vine Embeds
Audio
Soundcloud or Mixcloud Embeds
Image
Photo or GIF
Gif
GIF format