ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ମତ ଅନୁସାରେ ଭୁଲରେ ବି କୁହନ୍ତୁ ନାହିଁ ଅନ୍ୟକୁ ନିଜର ଏହି ୯ଟି କଥା
ହିନ୍ଦୁ ପୁରାଣ ଅନୁସାରେ ଶୁକ୍ରାଚାର୍ଯ୍ୟ ହେଉଛନ୍ତି ଭୃଗୁ ମୁନି ଓ କାବ୍ୟମାତାଙ୍କର ପୁତ୍ର ତଥା ଦୈତ୍ୟ ବା ଅସୁରମାନଙ୍କ ଗୁରୁ ଓ ସପ୍ତଋଷିଙ୍କ ମଧ୍ୟରୁ ଅନ୍ୟତମ | ନିଜର ଅସୀମ ଜ୍ଞାନ ପାଇଁ ପୁରାଣ...
ହିନ୍ଦୁ ପୁରାଣ ଅନୁସାରେ ଶୁକ୍ରାଚାର୍ଯ୍ୟ ହେଉଛନ୍ତି ଭୃଗୁ ମୁନି ଓ କାବ୍ୟମାତାଙ୍କର ପୁତ୍ର ତଥା ଦୈତ୍ୟ ବା ଅସୁରମାନଙ୍କ ଗୁରୁ ଓ ସପ୍ତଋଷିଙ୍କ ମଧ୍ୟରୁ ଅନ୍ୟତମ | ନିଜର ଅସୀମ ଜ୍ଞାନ ପାଇଁ ପୁରାଣ ଶାସ୍ତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଛି | ଶୁକ୍ରାଚାର୍ଯ୍ୟ ମାନବ ସମାଜକୁ ୯ ଟି ବିଷୟରେ ଏପରି କଥା କହିଛନ୍ତି ଯାହାକୁ ସବୁବେଳେ ଅନ୍ୟ ଲୋକଙ୍କ ଠାରୁ ଲୁଚାଇ ରଖିବା ଉଚିତ । ଯଦି ଆପଣଙ୍କର ଏହି କଥା ଅନ୍ୟ ଲୋକମାନଙ୍କୁ...