ଭିନେଗାର ବ୍ୟବହାର କରି ନିଜ ଘର ଓ ଜିନିଷପତ୍ରକୁ ସଫା ଓ ଚକଚକ କରନ୍ତୁ
ଆଜି ଆମେ ଘର ତଥା ଗୃହୋପକରଣ,ଆସବାବ ଆଦି ସଫା କରିବା ପାଇଁ ଆପଣଙ୍କୁ ଭିନେଗାରର କେତେ ଗୋଟି ଚମତ୍କାରୀ ଗୁଣ ବିଷୟରେ ଜଣାଇବୁ | ଆମେ ଯେଉଁଠାରେ ବସବାସ କରୁ ସେଠାରେ ଅଳିଆ ଆବର୍ଜନା...
ଆଜି ଆମେ ଘର ତଥା ଗୃହୋପକରଣ,ଆସବାବ ଆଦି ସଫା କରିବା ପାଇଁ ଆପଣଙ୍କୁ ଭିନେଗାରର କେତେ ଗୋଟି ଚମତ୍କାରୀ ଗୁଣ ବିଷୟରେ ଜଣାଇବୁ | ଆମେ ଯେଉଁଠାରେ ବସବାସ କରୁ ସେଠାରେ ଅଳିଆ ଆବର୍ଜନା ସଷ୍ଟି ହେବା ସ୍ବାଭାବିକ କଥା | ସେଥିପାଇଁ ଆମେ ଆମ ଗୃହକୁ ରହିବା ଉପଯୋଗୀ ରଖିବା ପାଇଁ ନିତି ଝାଡୁ କରିଥାଉ | ଫିନାଇଲ, ଲାଇଜଲ, ଡେଟଲ ପରି ରାସାୟନିକ ପଦାର୍ଥକୁ ପାଣିରେ ମିଶାଇ ଘରକୁ ପୋଛା ପୋଛି କରି ଧୂଳିମଳି,ଜୀବାଣୁ...