• ତୁଳସୀ ଦାସଙ୍କ ଶାସ୍ତ୍ର ଅନୁଯାୟୀ, ସଫଳତାର ୪ଟି ମନ୍ତ୍ର …

    ପବିତ୍ର ଓ ପ୍ରସିଦ୍ଧ ହିନ୍ଦୁ ଗ୍ରନ୍ଥ ‘ରାମଚରିତମାନସ’ର ରଚୟିତା ତୁଳସୀଦାସ ମନୁଷ୍ୟ ଜୀବନରେ ସଫଳତା ପ୍ରାପ୍ତି ପାଇଁ ୬ଟି ଅମୂଲ୍ୟ ଉପଦେଶ ଦେଇଛନ୍ତି | ମନୁଷ୍ୟ ହେଉଛି ଇଶ୍ବରଙ୍କର ଶ୍ରେଷ୍ଠ ସୃଷ୍ଟି | ପ୍ରତ୍ୟେକ...

    Saphalatara Charoti Mantra
    View Full Post
    ପବିତ୍ର ଓ ପ୍ରସିଦ୍ଧ ହିନ୍ଦୁ ଗ୍ରନ୍ଥ ‘ରାମଚରିତମାନସ’ର ରଚୟିତା ତୁଳସୀଦାସ ମନୁଷ୍ୟ ଜୀବନରେ ସଫଳତା ପ୍ରାପ୍ତି ପାଇଁ ୬ଟି ଅମୂଲ୍ୟ ଉପଦେଶ ଦେଇଛନ୍ତି | ମନୁଷ୍ୟ ହେଉଛି ଇଶ୍ବରଙ୍କର ଶ୍ରେଷ୍ଠ ସୃଷ୍ଟି | ପ୍ରତ୍ୟେକ ମନୁଷ୍ୟ ଜୀବନରେ ଆନନ୍ଦ ,ଉନ୍ନତି ଓ ସଫଳତା ପ୍ରାପ୍ତିର ବାଟ ଖୋଜିଥାଏ। ପ୍ରତ୍ୟେକ ବ୍ୟକ୍ତି ଚାହିଁଥାନ୍ତି ଯେ, ନିଜକୁ ସମ୍ମାନ ମିଳୁ, ନିଜର ନାମ ଉଚ୍ଚା ହେଉ ଓ ଜୀବନ ଧନ ସମ୍ପତ୍ତିରେ ପରିପୂର୍ଣ୍ଣ ହେଉ । କିନ୍ତୁ ମନୁଷ୍ୟ କେବେ...
    922
  • ମା ସରସ୍ୱତୀଙ୍କୁ ପୂଜା କରି ବସନ୍ତ ପଞ୍ଚମୀ ଦିନରେ ଏହା କରନ୍ତୁ!

    ଜ୍ଞାନ, ବୁଦ୍ଧି,ସଙ୍ଗୀତ, କଳା, ନୃତ୍ୟ, ବିଦ୍ୟାର ଦେବୀ ରୂପେ ମା’ ସରସ୍ବତୀଙ୍କର ସ୍ଥାନ ସର୍ବପ୍ରଥମେ ଋକ୍ ବେଦରେ ଉଲ୍ଲେଖ କରାଯାଇଥିଲା |  ଦେବୀ ସରସ୍ବତୀଙ୍କୁ ‘ବେଦ’ର ଜନନୀ କୁହାଯାଏ | ମା’ ସରସ୍ବତୀଙ୍କୁ ବ୍ରହ୍ମାଙ୍କର...

    Bsanta Panchami
    View Full Post
    ଜ୍ଞାନ, ବୁଦ୍ଧି,ସଙ୍ଗୀତ, କଳା, ନୃତ୍ୟ, ବିଦ୍ୟାର ଦେବୀ ରୂପେ ମା’ ସରସ୍ବତୀଙ୍କର ସ୍ଥାନ ସର୍ବପ୍ରଥମେ ଋକ୍ ବେଦରେ ଉଲ୍ଲେଖ କରାଯାଇଥିଲା |  ଦେବୀ ସରସ୍ବତୀଙ୍କୁ ‘ବେଦ’ର ଜନନୀ କୁହାଯାଏ | ମା’ ସରସ୍ବତୀଙ୍କୁ ବ୍ରହ୍ମାଙ୍କର ସକ୍ରିୟ ଉର୍ଜା ଓ ଶକ୍ତି ବୋଲି କୁହାଯାଏ ଓ ହିନ୍ଦୁ ପରମ୍ପରାରେ ଦେବୀ ସରସ୍ବତୀଙ୍କୁ ବୈଦିକ ଯୁଗରୁ ଅଦ୍ୟପି ପୂଜା ଆରାଧନା କରାଯାଉଛି | ଏମିତି କୁହାଯାଏ ଯେ, ବସନ୍ତପଞ୍ଚମୀ ଦିନ ମା’ ସରସ୍ବତୀଙ୍କର ଆଗମନ ହୋଇଥିଲା। କୁହାଯାଏ ଯେ ,ମା’...
    935
  • ନାରୀଙ୍କ ବିଷୟରେ ‘ଚାଣକ୍ୟନୀତି’ରେ ଉଲ୍ଲେଖ ରହିଛି ଏହି ୧୦ଗୋଟି କଟୁ ସତ୍ୟ

    ଆମେ ପୂର୍ବରୁ ମଧ୍ୟ ଚାଣକ୍ୟ, କୌଟିଲ୍ୟ ବା ବିଷ୍ଣୁଗୁପ୍ତଙ୍କ ‘ଚାଣକ୍ୟନୀତି’ ରେ ବର୍ଣିତ ନୀତିବାଣୀ ବିଷୟରେ ଆପଣଙ୍କୁ ସୂଚନା ଦେଇଛୁ | ଚାଣକ୍ୟଙ୍କ ନୀତିବାଣୀ ସମାଜ ପାଇଁ ଆଲୋକ ସଦୃଶ | ଏବେ ଆସନ୍ତୁ...

    These 10 bitter truths are mentioned in the Chanakya Niti about women !
    View Full Post
    ଆମେ ପୂର୍ବରୁ ମଧ୍ୟ ଚାଣକ୍ୟ, କୌଟିଲ୍ୟ ବା ବିଷ୍ଣୁଗୁପ୍ତଙ୍କ ‘ଚାଣକ୍ୟନୀତି’ ରେ ବର୍ଣିତ ନୀତିବାଣୀ ବିଷୟରେ ଆପଣଙ୍କୁ ସୂଚନା ଦେଇଛୁ | ଚାଣକ୍ୟଙ୍କ ନୀତିବାଣୀ ସମାଜ ପାଇଁ ଆଲୋକ ସଦୃଶ | ଏବେ ଆସନ୍ତୁ ଜାଣିବା ‘ଚାଣକ୍ୟନୀତି’ରେ ନାରୀମାନଙ୍କ ବିଷୟରେ ଉଲ୍ଲେଖ ଥିବା ଦଶଟି କାଟୁ ବାଣୀ ସମ୍ବନ୍ଧରେ :- ୧. ଅଧିକାଂଶ ପାରିବାରିକ କଳି ଝଗଡାରେ କେହି ନା କେହି ନାରୀର ହାତ ରହିଥାଏ । ଅଧିକାଂଶ ସ୍ଥଳେ ପୁରୁଷକୁ ଅସ୍ତ୍ର କରି କୁଟୀଳା ପ୍ରକୃତିର...
    959
  • ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ମତ ଅନୁସାରେ ଭୁଲରେ ବି କୁହନ୍ତୁ ନାହିଁ ଅନ୍ୟକୁ ନିଜର ଏହି ୯ଟି କଥା

    ହିନ୍ଦୁ ପୁରାଣ ଅନୁସାରେ ଶୁକ୍ରାଚାର୍ଯ୍ୟ ହେଉଛନ୍ତି ଭୃଗୁ ମୁନି ଓ କାବ୍ୟମାତାଙ୍କର ପୁତ୍ର ତଥା ଦୈତ୍ୟ ବା ଅସୁରମାନଙ୍କ ଗୁରୁ ଓ ସପ୍ତଋଷିଙ୍କ ମଧ୍ୟରୁ ଅନ୍ୟତମ | ନିଜର ଅସୀମ ଜ୍ଞାନ ପାଇଁ ପୁରାଣ...

    Guru Sukracharjyankara 9Ti Bachana
    View Full Post
    ହିନ୍ଦୁ ପୁରାଣ ଅନୁସାରେ ଶୁକ୍ରାଚାର୍ଯ୍ୟ ହେଉଛନ୍ତି ଭୃଗୁ ମୁନି ଓ କାବ୍ୟମାତାଙ୍କର ପୁତ୍ର ତଥା ଦୈତ୍ୟ ବା ଅସୁରମାନଙ୍କ ଗୁରୁ ଓ ସପ୍ତଋଷିଙ୍କ ମଧ୍ୟରୁ ଅନ୍ୟତମ | ନିଜର ଅସୀମ ଜ୍ଞାନ ପାଇଁ ପୁରାଣ ଶାସ୍ତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଛି | ଶୁକ୍ରାଚାର୍ଯ୍ୟ ମାନବ ସମାଜକୁ ୯ ଟି ବିଷୟରେ ଏପରି କଥା କହିଛନ୍ତି ଯାହାକୁ ସବୁବେଳେ ଅନ୍ୟ ଲୋକଙ୍କ ଠାରୁ ଲୁଚାଇ ରଖିବା ଉଚିତ । ଯଦି ଆପଣଙ୍କର ଏହି କଥା ଅନ୍ୟ ଲୋକମାନଙ୍କୁ...
    1020
  • ଚାଣକ୍ୟନୀତି କହେ ଯେ ଅସତ୍ ଉପାୟରେ ଧନ ଅର୍ଜନ କଲେ ହେବ ଏପରି ଅବସ୍ଥା

    ଆପଣ ଜାଣନ୍ତି ଯେ ମୌର୍ଯ୍ୟ ବଂଶର ପ୍ରତିଷ୍ଠାତା ଚାଣକ୍ୟ ଜଣେ ସୁଜ୍ଞାନୀ, ବିଦ୍ବାନ, ପଣ୍ଡିତ, ଦାର୍ଶନିକ, ଅର୍ଥନୀତିଜ୍ଞ ତଥା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ପରାମର୍ଶଦାତା ଥିଲେ | ଚାଣକ୍ୟଙ୍କର ଅନ୍ୟ ନାମ ହେଉଛି କୌଟୁଲ୍ୟ ଓ...

    Chanakya Nitit
    View Full Post
    ଆପଣ ଜାଣନ୍ତି ଯେ ମୌର୍ଯ୍ୟ ବଂଶର ପ୍ରତିଷ୍ଠାତା ଚାଣକ୍ୟ ଜଣେ ସୁଜ୍ଞାନୀ, ବିଦ୍ବାନ, ପଣ୍ଡିତ, ଦାର୍ଶନିକ, ଅର୍ଥନୀତିଜ୍ଞ ତଥା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ପରାମର୍ଶଦାତା ଥିଲେ | ଚାଣକ୍ୟଙ୍କର ଅନ୍ୟ ନାମ ହେଉଛି କୌଟୁଲ୍ୟ ଓ ବିଷ୍ଣୁଗୁପ୍ତ | ସେ ତକ୍ଷଶୀଳାରେ ଖ୍ରୀ.ପୂ. ୩୭୧ରେ ଜନ୍ମ ଗ୍ରହଣ କରିଥିଲେ ଓ ଖ୍ରୀ.ପୂ. ୨୮୩ରେ ପାଟଳୀପୁତ୍ରରେ ମତ୍ୟୁବରଣ କରିଥିଲେ | ତାଙ୍କ ଦ୍ବାରା ରଚିତ ମାନବ ସମାଜକୁ ଅନେକ ଉପଦେଶ ଦେଉଥିବା ‘ଚାଣକ୍ୟନୀତି’ ଓ ଅର୍ଥର ସୁବିନିଯୋଗକୁ ନେଇ ‘ଅର୍ଥଶାସ୍ତ୍ର’...
    944
  • କର୍କଟ ରୋଗ ଠାରୁ ନିଜକୁ ସୁରକ୍ଷିତ ରଖିବାପାଇଁ ଜୀବନରେ ଆପଣାନ୍ତୁ ଏହି ସବୁ ଅତ୍ୟାବଶ୍ୟକ ଉପାୟ !

    ଆପଣ ଜାଣନ୍ତି ଯେ କ୍ୟାନ୍ସର୍ ବା କର୍କଟ ରୋଗ ଗୋଟିଏ ମାରାତ୍ମକ ତଥା ପ୍ରାଣନାଶକ ବେମାରୀ ଅଟେ । ଆଜିକାଲି ପୁଣି ବିଭିର୍ଣ ପ୍ରକାର କର୍କଟ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି...

    Remedies of Cancer
    View Full Post
    ଆପଣ ଜାଣନ୍ତି ଯେ କ୍ୟାନ୍ସର୍ ବା କର୍କଟ ରୋଗ ଗୋଟିଏ ମାରାତ୍ମକ ତଥା ପ୍ରାଣନାଶକ ବେମାରୀ ଅଟେ । ଆଜିକାଲି ପୁଣି ବିଭିର୍ଣ ପ୍ରକାର କର୍କଟ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି | କ୍ୟାନ୍ସର ଠାରୁ ଦୂରେଇ ରହିବାକୁ ଚାହୁଁଥିଲେ, ନିଜେ ସତର୍କରେ ରହିବା ନିହାତି ଆବଶ୍ୟକ । ପ୍ରତ୍ୟେକ ଦିନ ଆମେ କେତେକ ସାବଧାନତା ପାଳନ କରିଲେ ନିଶ୍ଚୟ ଭାବରେ କ୍ୟାନ୍ସର ଠାରୁ ଦୂରେଇ ରହି ପାରିବା । ଏବେ ଆମେ ଆପଣଙ୍କୁ...
    1008
  • ଶୀତଦିନେ ନିଜକୁ ସୁସ୍ଥ ଏବଂ ସୁନ୍ଦର ରଖିବା ପାଇଁ କିଛି ଉପାୟ|

    ବର୍ତ୍ତମାନ ଶୀତରେ ସାରା ଓଡିଶା ଥରୁଛି| ଶୀତ ଋତୁର ହାଡ ଭଙ୍ଗା ଶୀତ ଲହରୀରେ କେବଳ ଦେହ ଥରିଯାଏ ତାହା ନୁହେଁ ବରଂ ଏହି ଋତୁରେ ଅତ୍ୟଧିକ ଥଣ୍ଡା ଅନୁଭୁତ ହେତୁ ଆମେ ଥଣ୍ଡା,ଛିଙ୍କ,କାଶ,ମୁଣ୍ଡ...

    Winter Care
    View Full Post
    ବର୍ତ୍ତମାନ ଶୀତରେ ସାରା ଓଡିଶା ଥରୁଛି| ଶୀତ ଋତୁର ହାଡ ଭଙ୍ଗା ଶୀତ ଲହରୀରେ କେବଳ ଦେହ ଥରିଯାଏ ତାହା ନୁହେଁ ବରଂ ଏହି ଋତୁରେ ଅତ୍ୟଧିକ ଥଣ୍ଡା ଅନୁଭୁତ ହେତୁ ଆମେ ଥଣ୍ଡା,ଛିଙ୍କ,କାଶ,ମୁଣ୍ଡ ବ୍ୟଥା ଆଦି ନାନା ସର୍ଦ୍ଦିଜନିତ ସମସ୍ୟା ଭୋଗ କରୁ | ଏହା ସହ ଆମ ଶରୀରରେ ଶୁଷ୍କତା ହେତୁ ହାତ, ପାଦ,ଓଠ ଫାଟିବା, କେଶରେ ରୁପି ହେବା, ତ୍ବଚାର ନମନୀୟତା ହ୍ରାସ ପାଇ ଏହା ରୁକ୍ଷ ଓ ନିସ୍ତେଜ ଦେଖାଯିବାର ସମସ୍ୟା...
    929
  • କେଶରେ ଲୁଣ ଲଗାଇବାର ଚମତ୍କାରୀ ଫାଇଦା

    ଆପଣମାନେ ଜାଣନ୍ତି ଯେ ଲୁଣ ବିନା ଖାଦ୍ୟ ସ୍ବାଦିଷ୍ଟ ହୋଇ ପାରେ ନାହିଁ | ଖାଦ୍ୟରେ ଲୁଣର ବ୍ୟବହାର ବ୍ୟତୀତ ଆଉ ଅନେକ ଉପଯୋଗିତା ମଧ୍ୟ ଲୁଣର ରହିଛି | ଆଜି ଆମେ ଆପଣଙ୍କୁ...

    Keshare Luna Lagibara Chamatkar Faidat
    View Full Post
    ଆପଣମାନେ ଜାଣନ୍ତି ଯେ ଲୁଣ ବିନା ଖାଦ୍ୟ ସ୍ବାଦିଷ୍ଟ ହୋଇ ପାରେ ନାହିଁ | ଖାଦ୍ୟରେ ଲୁଣର ବ୍ୟବହାର ବ୍ୟତୀତ ଆଉ ଅନେକ ଉପଯୋଗିତା ମଧ୍ୟ ଲୁଣର ରହିଛି | ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ କେଶ ପାଇଁ ଲୁଣର କି ଉପଯୋଗିତା ରହିଛି | କେଶରେ ଲୁଣ ଲଗାଇଲେ ଅନେକ ଫାଇଦା ମିଳିଥାଏ ଯାହା ଦ୍ବାରା ଆପଣଙ୍କର ଉଭୟ ସମୟ ଓ ଅର୍ଥ ମଧ୍ୟ ବଞ୍ଚି ଥାଏ| ଆପଣଙ୍କ ରୋଷେଇ ଘରେ ଲୁଣ ତ...
    879
  • ଆପଣଙ୍କ ଶରୀରର ରଙ୍ଗ ଯଦି ଶ୍ୟାମଳ ବର୍ଣ୍ଣ ତେବେ ଆମର ଏହି ଅନୁଚ୍ଛେଦଟି ପଢିବା ପରେ ଆପଣ ନିଶ୍ଚୟ ବହୁତ ଖୁସି ହେବେ |

    ଆମେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁ ଯେ ଆମ ମାନଙ୍କ ମଧ୍ୟରୁ କାହାର ଶରୀରର ରଙ୍ଗ ଗୋରା ତ କାହାର କଳା ବା ଶ୍ୟାମଳ | ତେବେ ଆମ ଶରୀରର ଏହି ରଙ୍ଗ ମୁଖ୍ୟତଃ...

    If your body color is brown then you must be very happy to read this article of ours.
    View Full Post
    ଆମେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁ ଯେ ଆମ ମାନଙ୍କ ମଧ୍ୟରୁ କାହାର ଶରୀରର ରଙ୍ଗ ଗୋରା ତ କାହାର କଳା ବା ଶ୍ୟାମଳ | ତେବେ ଆମ ଶରୀରର ଏହି ରଙ୍ଗ ମୁଖ୍ୟତଃ ଆମର ପିତାମାତାଙ୍କ ଜିନ,ଆମ ଦେଶର ଜଳବାୟୁ,ଆମର ଖାଦ୍ୟ ଓ ଜୀବନ ଯାପନ ଶୈଳୀ ଉପରେ ନିର୍ଭର କରିଥାଏ | ଜୀବ ବିଜ୍ଞାନ ଅନୁସାରେ ଆମ ଶରୀରର ‘ଏପିଡରମିସ’ ବା ବାହ୍ୟ ଚର୍ମରେ ଉପସ୍ଥିତ ଥିବା ‘ମେଲାନିନ’ ହିଁ ଆମ ଶରୀରର ରଙ୍ଗ...
    1046
  • ଭିନେଗାର ବ୍ୟବହାର କରି ନିଜ ଘର ଓ ଜିନିଷପତ୍ରକୁ ସଫା ଓ ଚକଚକ କରନ୍ତୁ

    ଆଜି ଆମେ ଘର ତଥା ଗୃହୋପକରଣ,ଆସବାବ ଆଦି ସଫା କରିବା ପାଇଁ ଆପଣଙ୍କୁ ଭିନେଗାରର କେତେ ଗୋଟି ଚମତ୍କାରୀ ଗୁଣ ବିଷୟରେ ଜଣାଇବୁ | ଆମେ ଯେଉଁଠାରେ ବସବାସ କରୁ ସେଠାରେ ଅଳିଆ ଆବର୍ଜନା...

    Use your vinegar to clean and shine your home and belongings
    View Full Post
    ଆଜି ଆମେ ଘର ତଥା ଗୃହୋପକରଣ,ଆସବାବ ଆଦି ସଫା କରିବା ପାଇଁ ଆପଣଙ୍କୁ ଭିନେଗାରର କେତେ ଗୋଟି ଚମତ୍କାରୀ ଗୁଣ ବିଷୟରେ ଜଣାଇବୁ | ଆମେ ଯେଉଁଠାରେ ବସବାସ କରୁ ସେଠାରେ ଅଳିଆ ଆବର୍ଜନା ସଷ୍ଟି ହେବା ସ୍ବାଭାବିକ କଥା | ସେଥିପାଇଁ ଆମେ ଆମ ଗୃହକୁ ରହିବା ଉପଯୋଗୀ ରଖିବା ପାଇଁ ନିତି ଝାଡୁ କରିଥାଉ | ଫିନାଇଲ, ଲାଇଜଲ, ଡେଟଲ ପରି ରାସାୟନିକ ପଦାର୍ଥକୁ ପାଣିରେ ମିଶାଇ ଘରକୁ ପୋଛା ପୋଛି କରି ଧୂଳିମଳି,ଜୀବାଣୁ...
    945
Choose A Format
Personality quiz
Series of questions that intends to reveal something about the personality
Trivia quiz
Series of questions with right and wrong answers that intends to check knowledge
Poll
Voting to make decisions or determine opinions
Story
Formatted Text with Embeds and Visuals
List
The Classic Internet Listicles
Countdown
The Classic Internet Countdowns
Open List
Submit your own item and vote up for the best submission
Ranked List
Upvote or downvote to decide the best list item
Meme
Upload your own images to make custom memes
Video
Youtube, Vimeo or Vine Embeds
Audio
Soundcloud or Mixcloud Embeds
Image
Photo or GIF
Gif
GIF format