ଶୀତଦିନେ ନିଜକୁ ସୁସ୍ଥ ଏବଂ ସୁନ୍ଦର ରଖିବା ପାଇଁ କିଛି ଉପାୟ|
ବର୍ତ୍ତମାନ ଶୀତରେ ସାରା ଓଡିଶା ଥରୁଛି| ଶୀତ ଋତୁର ହାଡ ଭଙ୍ଗା ଶୀତ ଲହରୀରେ କେବଳ ଦେହ ଥରିଯାଏ ତାହା ନୁହେଁ ବରଂ ଏହି ଋତୁରେ ଅତ୍ୟଧିକ ଥଣ୍ଡା ଅନୁଭୁତ ହେତୁ ଆମେ ଥଣ୍ଡା,ଛିଙ୍କ,କାଶ,ମୁଣ୍ଡ...
ବର୍ତ୍ତମାନ ଶୀତରେ ସାରା ଓଡିଶା ଥରୁଛି| ଶୀତ ଋତୁର ହାଡ ଭଙ୍ଗା ଶୀତ ଲହରୀରେ କେବଳ ଦେହ ଥରିଯାଏ ତାହା ନୁହେଁ ବରଂ ଏହି ଋତୁରେ ଅତ୍ୟଧିକ ଥଣ୍ଡା ଅନୁଭୁତ ହେତୁ ଆମେ ଥଣ୍ଡା,ଛିଙ୍କ,କାଶ,ମୁଣ୍ଡ ବ୍ୟଥା ଆଦି ନାନା ସର୍ଦ୍ଦିଜନିତ ସମସ୍ୟା ଭୋଗ କରୁ | ଏହା ସହ ଆମ ଶରୀରରେ ଶୁଷ୍କତା ହେତୁ ହାତ, ପାଦ,ଓଠ ଫାଟିବା, କେଶରେ ରୁପି ହେବା, ତ୍ବଚାର ନମନୀୟତା ହ୍ରାସ ପାଇ ଏହା ରୁକ୍ଷ ଓ ନିସ୍ତେଜ ଦେଖାଯିବାର ସମସ୍ୟା...